ଖଦାଳ ପୋଖରୀରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ଭଦ୍ରକ :୦୯/୦୧/୨୨:-ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତର ସରକାରଙ୍କର କୋଭିଡ ଗାଇଡ ଲାଇନ ମାନି ଆଜି ବିଜେପି ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ଆଜି ଅନେକ ନେତା ପ୍ରଧାନମନ୍ତ୍ରୀଙ୍କ ନିତି ଆଦ୍ରଶ ଅନୁପ୍ରାଣୀତ ହୋଇ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ,ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ,ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଡ଼ିଙ୍କ ଉପସ୍ଥିତିରେ ଘଣ୍ଟେଶ୍ୱରୀ ମଣ୍ଡଳ ସଭାପତି ମିତ୍ରଭାନୁ ଦାସ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗ ଦେଇଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *