ରଥର ଦକ୍ଷିଣ ମୋଡ଼ ଆରମ୍ଭ


ଆଜି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିବା ବେଳେ ଦୁଇଟି ରଥ ଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିଛି । ପ୍ରଥମେ ଦେବି ଦଳନ ଓ ପରେ ତାଳଧ୍ଵଜ ରଥଟଣା ହୋଇ ନାକ ଚଣା ଦ୍ୱାରରେ ପହଂଚିବା ପରେ ଆସନ୍ତାକାଲି ଟଣାଯିବ ନନ୍ଦିଘୋଷ ରଥ। ତେବେ ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିଲା

Leave a Reply

Your email address will not be published. Required fields are marked *