ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଫାୟାର ଷ୍ଟେସନ ଗୋଲେଇ ଛକ ନିକଟରେ ନୂତନ କରି ଖୋଲିଲା ଶ୍ରୀ ଅରବିନ୍ଦ ମେଡ଼ିସିନ ଷ୍ଟୋର ର ଶଶ୍ରୁଷ ଇ-କ୍ଲିନିକ l

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଫାୟାର ଷ୍ଟେସନ ଗୋଲେଇ ଛକ ନିକଟରେ ନୂତନ କରି ଖୋଲିଲା ଶ୍ରୀ ଅରବିନ୍ଦ ମେଡ଼ିସିନ ଷ୍ଟୋର ର ଶଶ୍ରୁଷ ଇ-କ୍ଲିନିକ l ଆଖପାଖ ଅଞ୍ଚଳର ସମସ୍ତ ଜନସାଧାରଣ ଡିଜିଟାଲ ମାଧ୍ୟମ ଯେକୌଣସି ବିଭାଗର ଡାକ୍ତର ଙ୍କୁ ଖୁବ କମ ସମୟ ମଧ୍ୟରେ ଯୋଗାଯୋଗ କରି ପରାମର୍ଶ ନେଇପାରିବେ ଓ ଏଠାରେ ସମସ୍ତ ରୋଗର ଚିକିତ୍ସା ଇ-କ୍ଲିନିକ ସେବା ସୁଲଭ ମୂଲ୍ୟରେ ମିଳିପାରିବ ବୋଲି ଇ-କ୍ଲିନିକ ର ମାଲିକ ନୃସିଂହ ଚରଣ ଦାସ ଓ ଦିପ୍ତୀରଞ୍ଜନ ଦାସ ସୂଚନା ଦେଇଛନ୍ତି l

ଏହି ଉଦଘାଟନୀ ଉତ୍ସବ କୁ ଯାଜପୁର ସମ୍ବାଦର ଏ.ଜି.ଏମ. ଗଦାଧର ପଣ୍ଡା ଏବଂ ବରିଷ୍ଠ ସାମ୍ବାଦିକ ପୀତବାସ ଭୂୟାଁ ଫିତା କାଟି ଉଦଘାଟନ କରିଥିଲେ l ଏହି ଉଦଘାଟନୀ ଉତ୍ସବ ରେ ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ lଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *