ଭଦ୍ରକ ଜିଲ୍ଲା କଂଗ୍ରେସ ଅନୂସୁଚିତ ଜାତି ତରଫରୁ ସ୍ବାଗତ ଓ ସମ୍ବର୍ଦ୍ଧନା ସମିବେଶ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି
ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ଅନୂସୁଚିତ ଜାତି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ମାନସ ମଲ୍ଲିକ, ରାଜ୍ୟ ଉପସଭାପତି ଜାନକୀ ମଲ୍ଲିକ, ରାଜେନ୍ଦ୍ର ଜେନା ରାଜ୍ୟ ସାଧାରଣ ସମ୍ପାଦକ ହରିହର ମଣ୍ଡଳ ,ଆଶିଷ ମଲ୍ଲିକ, ରଂଜନ ବେହେରା ଶଶୀକାନ୍ତ ଯେନା, ରଂଜନ ଯେନା, ବିଦ୍ୟାଧର ଜେନା, ନଳିନୀକାନ୍ତ ମହାନ୍ତି, ଉପସ୍ଥିତ ରହି ନିଜ ନିଜ ର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଜେପି ସରକାର ଙ୍କ ଭୋଟ ଚୋରୀ ସମ୍ପର୍କରେ ରେ ଆଲୋକପାତ କରିଥିଲେ। ଶେଷ ରେ ସଭା ସମାପନ କରିଥିଲେ।
