DGCA MAP ର RED ZONE ରେ ସ୍ଥାନ ପାଇଲା ଶ୍ରୀମନ୍ଦିର

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ। DGCA MAP ର RED ZONE ରେ ସ୍ଥାନ ପାଇଲା ଶ୍ରୀମନ୍ଦିର। ଵେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା DGCA ର ୱେବସାଇଟରେ ଏଭଳି କିଛି ତଥ୍ୟ ରହିଥିବା ଦେଖିବାକୁ ମିଳିଛି। ଏୟାରସ୍ପେଶ୍ ମ୍ୟାପରେ ଗତ ସେପ୍ଟେମ୍ବର 26 ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଭାବେ ଘୋଷଣା କରାଯାଇଥିବା ବେଳେ ଏହାର ସମୟ ଅବଧି ତିନିବର୍ଷ ଅର୍ଥାତ 2028,,ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ରହିଛି। ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣାକୁ ନେଇ ପୁରୀ ଏସପି ଡିଜିସିଏକୁ RED ZONE ପାଇଁ ଚିଠି ଲେଖିବା ପରେ ଡ୍ରୋନ୍ ଉଡାଣକାରୀଙ୍କ ଉପରେ ଏଥର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଆଶା କରାଯାଉଛି। ସେପଟେ ସରକାରଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ,, ଆଇନଜୀବୀ,, ସେବାୟତ ସ୍ୱାଗତ କରିଥିବା ବେଳେ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିର ଏକ ଐତିହ୍ୟ କୀର୍ତ୍ତିରାଜି ହୋଇଥିବାରୁ ଏହାକୁ ପୁର୍ନବାର ନୋଫ୍ଲାଏ୍ ଜୋନ୍ କରିବାକୁ ଦାବି ଉଠିଛି | ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ତତ୍କାଳୀନ ସରକାରଙ୍କ ଅପାରଗତାକୁ ମହାପ୍ରଭୁ ଜଗନ୍ନାଥଙ୍କ ବାଡଗ୍ରାହୀ ଦାୟୀ କରିଛନ୍ତି। ବାଇଟ୍1- ପ୍ରତୀକ୍ ସିଂ,,,ଏସପି,, ପୁରୀବାଇଟ୍2- ଜଗନ୍ନାଥ ସ୍ୱାଇଁ ମହାପାତ୍ର,, ବାଡଗ୍ରାହୀ,,,ଭିଓ- ବିଗତ ଦୁଇବର୍ଷ ଧରି ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡିବା ଘଟଣା ନଜରକୁ ଆସିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଓ ମନ୍ଦିର ଭିତରେ ସ୍ୱତନ୍ତ୍ର ବାଟାଲିୟନ ମୁତୟନ,, ଟେରୋରିଷ୍ଟ ଆଟାକ୍ କୁ ନେଇ ବଜ୍ର ଗାଡି ମୁତୟନ ଏବଂ ପୋଲିସଙ୍କ ଦେହରେ ବଡି କ୍ୟାମେରା ଲାଗିଥିବା ବେଳେ ଏବେ ଶ୍ରୀମନ୍ଦିର ଉପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଲାଗୁ ହୋଇଛି RED ZONE ବ୍ୟବସ୍ଥା। ଯାହାକୁ ସେବାୟତ,,ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲଗାଇବାକୁ ଦାବି ହୋଇଛି। ବାଇଟ୍3- ସମୀର ସାମନ୍ତରାୟ ,ସହରବାସୀବାଇଟ୍4-ବିଭୂତି ଭୂଷଣ ତ୍ରିପାଠୀ ଆଇନଜୀବୀବାଇଟ୍5- ହେକ୍ଟର ମିଶ୍ର,,, ବୁଦ୍ଧିଜୀବୀଫାଭିଓ- ଡିଜିସିଏ ଦ୍ବାରା ଶ୍ରୀମନ୍ଦିର ରେଡ ଜୋନ ଘୋଷଣା ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଇଛି।ତେବେ ଏହା କିଭଳି କାର୍ଯ୍ୟକାରୀ ହେଉଛି ,ରେଡ ଜୋନ ପରେ ଶ୍ରୀମନ୍ଦିର ଉପରେ ଆଉ ଡ୍ରୋନ ବୁଲିଛି କି ନାହିଁ ତାହା ଦେଖିବାର କଥା( 5ଟି ବାଇଟ୍ ଓ 5ଟି ଭିଜୁଆଲ୍ ମେଲରେ ଯାଇଛି,,, ହ୍ୱଟସପରେ ଡ୍ରୋନ୍ ଅଟକ ଭିଜୁଆଲ୍ ଯାଇଛି,, ଆପଣ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାl

Leave a Reply

Your email address will not be published. Required fields are marked *