ନୟାହାଟ ବଜାରରୁ ବୋଲରଗାଡି ଚୋରି ଗୋପ

୧୩/୧୦/୨୫/[ନୟାହାଟ ଦୁର୍ଗାମଣ୍ଡପ ନିକଟରୁ ଶନିବାର ରାତ୍ରି ୩ ଟା ସମୟ ରେ ଏକ ବୋଲରଗାଡି ଚୋରି ହେବା ନେଇ ରବିବାର ନୟାହାଟ ଫାଣ୍ଡିରେ ଅଭିଯୋଗ ହୋଇଛି ପ୍ରକାଶ ଯେ ଧୂମାଳ ଗ୍ରାମର ରମେଶ ବେହେରା କାନାରା ବ୍ୟାଙ୍କ ନିକଟରେ ରହୁଥିବାବେଳେ ତାକର ଏକ ବୋଲର ଗାଡି ଓଆର୍ ୦୨ ବିଟି ୫୦୫୧ ଦୁର୍ଗାମଣ୍ଡପ ନିକଟରେ ଥୁଆହୋଇଥିଲା ଶନିବାର ରାତ୍ରି ୩ଟା ରେ କାକଟପୁର ଆଡୁ ଏକ ଧଳା ରଙ୍ଗର କାର୍ ରେ ୩ ଜଣ କମ୍ ବୟସର ଯୁବକ ଆସି ଗାଡିରୁ ଦୁଇ ଜଣ ଓହ୍ଲାଇ ୧୦ ମିନିଟି ମଧ୍ଯରେ ବୋଲରଟି କୁ ଯୋଗେଶୂରପୁର ଆଡକୁନେଇଯାଇଥିଲେ ବୋଲି ପୁଲିସି ପକ୍ଷରୁ ସୂଚନା ମିଳିଛି ମୁଖ୍ଯ ପିଚୁ ରାସ୍ତା ଉପରୁ ଏହି ଚୋରି ଘଟଣାର ନୟାହାଟ ଫାଣ୍ଡି ସିସି କ୍ଯାମେରାରେ ଫୋଟ ଚିତ୍ର କ ଏଦ୍ ହୋଇଛି ଏ ସମ୍ପର୍କ ରେ ନୟାହାଟ ଫାଣ୍ଡି ଅଧିକାରୀ ଶ୍ରୀଧର ମଲ୍ଲିକ କୁହନ୍ତି ଘଟଣାର ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରାଯିବ l

Leave a Reply

Your email address will not be published. Required fields are marked *