ଯାଜପୁର ରୋଡ ଥାନା ଗୋପବନ୍ଧୁ ନଗର ସ୍ଥିତ ଦୁର୍ଗାମାଧବ କମ୍ୟୁନିକେସନ ଉପରେ ଗୁଳିକାଣ୍ଡ,

ଯାଜପୁର ରୋଡ ଥାନା ଗୋପବନ୍ଧୁ ନଗର ସ୍ଥିତ ଦୁର୍ଗାମାଧବ କମ୍ୟୁନିକେସନ ଉପରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଦୋକାନ ର ମାଲିକ, ପୋଲିସର ତଦନ୍ତ ଆରମ୍ଭ l ଦୁର୍ଗାମାଧବ କମ୍ୟୁନିକେସନ ଟ୍ରାଭେଲ ଏଜେନ୍ସି ଉପରେ ଅଜଣା ଦୂର୍ବୃତ୍ତଙ୍କ ଦ୍ବାରା ଗୁଳିମାଡ଼ l ବାହାର କାଚରେ ଫୁଟିଲା ଗୁଳି। ତଳେ ପଡି ରହିଛି ଖୋକା। ଦୋକାନ ମାଲିକ ଓ କର୍ମଚାରୀଙ୍କ ଅନୁପସ୍ଥିତିରେ ଘଟିଛି ଘଟଣା। ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଂଚି କେସ ନଂ ୬୧୯/୨୫ ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି l ଦୂର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟ। ତେବେ ଆଗକୁ ଗଣପର୍ବ କାଳୀ ପୂଜା ଥିବାବେଳେ ସହରରେ ଭୟ ଓ ଅସନ୍ତୋଷ। ସେପଟେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଇଣ୍ଟିଫିକ ଟିମ ଦ୍ୱାରା ପୋଲିସର ତଦନ୍ତ ଜୋରଦାର ଚାଲିଛି

Leave a Reply

Your email address will not be published. Required fields are marked *