ମୋଦୀଙ୍କ ପାଇଁ ଆଶୀର୍ବାଦର ଦୀପଦାନ

କୋଣାର୍କ,୧୭.୦୯- କୋଣାର୍କ ନିକଟସ୍ଥ ବନାଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଆଶୀର୍ବାଦର ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତ ପ୍ରମୁଖ ଅଶୋକ କୁମାର ସ୍ୱାଇଁ, ସରପଞ୍ଚ ଜଳନ୍ଧର ବେହେରା, ସହପ୍ରମୁଖ ଲୋକନାଥ ଖୁଣ୍ଟିଆ, ସମ୍ପାଦକ ପ୍ରକାଶ ଚନ୍ଦ୍ର ପରିଡ଼ା, ଅକ୍ଷୟ ପ୍ରଧାନ, ସୁଦର୍ଶନ ନାୟକ, ସନ୍ତୋଷ ସ୍ୱାଇଁ, ବିପ୍ରବାର ଲେଙ୍କା, ବୁଲୁ ପାଣ୍ଡିଆ, ନିରଞ୍ଜନ ସ୍ୱାଇଁ, ସୁକାନ୍ତ ସ୍ୱାଇଁ, କପିଳ ମୁଦୁଲି,ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ। ସେବା ସଂକଳ୍ପ ଅଭିଯାନ ନେଇ ଜସ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରି ଏହି ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *