ଫେଲ୍ ମାରିଲା ସ୍ବଚ୍ଛତା ଅଭିଯାନ । ସିଡିଏମଓ ଙ୍କ କ୍ଵାଟର୍ ଆବର୍ଜନା ରେ ପରିପୂର୍ଣ୍ଣ ।
କନ୍ଧମାଳ, ଫୁଲବାଣୀ, ତା୧୭/୧୦/୨୦୨୫ କନ୍ଧମାଳ ଜିଲ୍ଲାରେ ଫେଲ୍ ମାରିଛି ସ୍ୱଚ୍ଛତା ଅଭିଯାନ। ଏହାର ଉଦାହରଣ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନା ପରିସର ରେ ଆବର୍ଜନା ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳୁଛି । ସି ଡ଼ି ଏମ କ୍ଵାଟର ପାଖନୂତନ କୋଠା ପରିସରେ ଜରି, ପ୍ଲାଷ୍ଟିକ ବୋତଲ ଓ ମଇଳା ରେ ଭର୍ତ୍ତି ହୋଇଛି । ପରିଷ୍କାର ପରିଛନ୍ନ ପାଇଁ ଆଇଏସ ଓ ସାର୍ଟିଫିକେଟ ପ୍ରାପ୍ତି କରଥିବା ବେଳେ ଓ ପୁର ପଲ୍ଲୀ ରେ ସ୍ୱଚ୍ଛତା ଅଭିଯାନ ଚାଲିଥିବା ବେଳେ ଅନ୍ତତଃ ଡାକ୍ତର ଖାନା ପରିସର ସଫା ସୁତରା ରହିବା ନିହାତି ଆବଶ୍ୟକ । କୋଠାରେ ରହୁଥିବା ଡାକ୍ତର, କର୍ମଚାରୀ, ଓ ବାହାର ଲୋକମାନେ ହିଁ ଆବର୍ଜନା ପରିବେଷ ସୃଷ୍ଟି କରୁଛନ୍ତି ବୋଲି ସମାଜ ସେବୀ ଗିରିଶ ପଟ୍ଟନାୟକ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଥିବା ଜଣାପଡିଛି । ଆବର୍ଜନା ତୁରନ୍ତ ସଫା କରିବାକୁ ସର୍ବସାଧାରଣରେ ମତାମତ ପ୍ରକାଶ ପାଉଛି । ତାହା ନ ହେଲେ ମେଡିକାଲ୍ ପରିସର ଅଳିଆ ଆବର୍ଜନା ରହି ପରିବେଶ l
