ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆ ପଞ୍ଚାୟତ ର ୨୭ ନମ୍ବର ଜୋନ୍ ରେ ବିଜୁ ଜନତାଦଳ ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ କରାଯାଇଛି।

Date:- 19/10/2025Place:- Bhadrak ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆ ପଞ୍ଚାୟତ ର ତାରିଣୀ ପଡିଆ ଠାରେ ୨୭ ନମ୍ବର ଜୋନ୍ ର ବିଜୁ ଜନତାଦଳ ପକ୍ଷ ରୁ ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ ମନ୍ଦିର ପଡିଆ ଠାରୁ ବାହାରି । ବିରାଟ ବାଇକ୍ ରାଲି ସହିତ ଚଣ୍ଡୀ ଗାଁ ଠାରୁ ପଦଯାତ୍ରା ଆରମ୍ଭ କରି କୋଡ଼ ବରୁଆ ର ତାରିଣୀ ପଡିଆ ରେ ପହଞ୍ଚି ଥିଲେ। ଚଣ୍ଡୀ ଗାଁ,ପଗଡ, ପଲ୍ଲୀ,ପଡ଼ିଆ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ନବୀନ ପ୍ରେମୀ ସଭାରେ ଯୋଗଦେଇଥିଲେ। ୪ ଟି ଜୋନ୍ ର ସଭାପତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ବ୍ଲକ ଅଧ୍ୟକ୍ଷା ଶ୍ରୀ ମତୀ ଉର୍ମିଳା ନାୟକ ବିଜେଡି ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, କୋଡ ବରୁଆ ପଞ୍ଚାୟତ ର ସରପଞ୍ଚ ସୁଷମା ମହାନ୍ତି,ଯୁବ ନେତା ତଥା ସମାଜସେବୀ, ଆଶିଷ ମହାନ୍ତି, ପୂର୍ବତନ ସରପଞ୍ଚ, ବର୍ତ୍ତମାନ ର ସରପଞ୍ଚ ପିଏସ ମେମ୍ବର, ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *