ଜି,ଉଦୟଗିରି ଏନ,ଏ ସି ୧୩ ନମ୍ବର ୱାର୍ଡ ରାସ୍ତାର ଅବସ୍ଥା ସଚୋନୀୟ
କନ୍ଧମାଳ, ଜି ,ଉଦୟଗିରି ଏନଏସି ର ୧ ୩ ନମ୍ବର ୱାର୍ଡର ସଚୋନୀୟ ଅବସ୍ଥା ଦେଖାଦେଇଛି । ୱାର୍ଡ ର ସିସି ରୋଡ଼ର ଅବସ୍ଥା ଭାରି ଖରାପ ହୋଇଛି ରାସ୍ତାରେ ବଡବଡ଼ ଖାଲ ହୋଇଛି । ନିମ୍ନ ମାନର କାମ ହୋଇଥିବାରୁ ସିମେଣ୍ଟ କଂକ୍ରିଟ ରୋଡ଼ରେ ଗର୍ତ୍ତ ସୃଷ୍ଟି ହେବ। ପରେ ମଧ୍ୟ ମରାମତି କରାଯାଉ ନାହିଁ ବୋଲି ସମାଜ ସେବୀ ଓ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ରାସ୍ତାର କିଛି ଅଂଶରୁ ସିମେଣ୍ଟ ଛାଡି ଯିବାରୁ ମାଟିକାଦୁଅ ହୋଇଛି ତୁରନ୍ତ ରାସ୍ତା ମରାମତି ପାଇଁ ସର୍ବସାଧାରଣରେ ଦାବୀ ହେଉଛି । ଏନ୍ ଏ ସି ର ସମସ୍ତ ୱାର୍ଡ ରେ ରାସ୍ତା ଘାଟ, ପାଣି, ଓ ଆଲୋକ ର ସୁବିଧା ନଥିବା ସହରବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି ।
