ସୋରଡ଼ା ମୁଖ୍ୟଡାକଘରୁ ଚୋରୀ।
Date-14/11/25Place-ସୋରଡ଼ା ଗଞ୍ଜାମ ଜିଲ୍ଲାର ସୋରଡ଼ା ସହର ରେ ଥିବା ମୁଖ୍ୟ ଡାକଘରୁ ବିଳମ୍ବିତ ରାତିରେ ଚୋରୀ। ଡାକଘର ପାର୍ଶ୍ଵରେ ଥିବା ଝରକା ଭାଙ୍ଗି 1ଲକ୍ଷ୍ୟ 81 ହଜାର ଟଙ୍କା ଲୁଟିଲେ ଦୃବୁତ୍।ସୂଚନା ପ୍ରକାରେ ଗୁରୁବାର ଦିନ ଅଫିସ୍ ର କାର୍ଯ୍ୟ ସାରି କର୍ମଚାରୀ ମାନେ ନିଜନିଜ ଘରକୁ ଯାଇଥିଲେ l ତବେ ଆଜି ସକାଳେ ଆସି ଦେଖିଲା ବେଳକୁ ଝରକା ଭାଙ୍ଗିଥିବା ଦେଖିବା ପରେ ଭିତରକୁ ଯାଇ ଲକର ଦେଖିବା ବେଳକୁ ଲକର ରେ ଟଙ୍କା ନଥିବାରୁ ସୋରଡ଼ା ପୋଲିସ୍ କୁ ଖବର ଦେଇଥିଲେ ତେବେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ବ୍ରହ୍ମପୁର ରୁ ସାଇଣ୍ଟଫିକ ଟିମ୍ ଆସିବା ନେଇ ସୂଚନା ରହିଛି
