କିମ୍ ଜୋଙ୍ଗଙ୍କ ଉତ୍ତରାଧିକାରୀ ହେବେ ତାଙ୍କର ୧୦ ବର୍ଷୀୟ ଝିଅ
କିମ୍ ଜୋଙ୍ଗଙ୍କ ଉତ୍ତରାଧିକାରୀ ହେବେ ତାଙ୍କର ୧୦ ବର୍ଷୀୟ ଝିଅ l
ଏ ନେଇ ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି କଲା ଖୁଲାସା।
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଏପରି ଅନେକ କଥା ରହିଛି, ଯାହା ଆଜି ବି ସାର୍ବଜନୀନ ହୋଇ ନାହିଁ ।
