ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକଙ୍କୁ ମିଳିଲା ମନ୍ତ୍ରୀପଦ

ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକଙ୍କୁ ମିଳିଲା ମନ୍ତ୍ରୀପଦ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା l

ନାଗାଲାଣ୍ଡର ଏନଡିପିପି ମୁଖ୍ୟ ନେଫ୍ୟୁ ରିଓଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏନଡିଏ ସରକାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶପଥଗ୍ରହଣ ଉିତ୍ସବ ହେଲା ଅନୁଷ୍ଠିତ ।

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *