ଟିକିରି ଆଇଆଇସି ବିଦାୟ କାଳୀନ ସମ୍ବର୍ଦ୍ଧନା

ଟିକିରି ଆଇଆଇସି ବିଦାୟ କାଳୀନ ସମ୍ବର୍ଦ୍ଧନା l ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଆଇ ଆଇସି ବିଶ୍ୱବନ୍ଦିନୀ ବାଗଙ୍କୁ ବଦଳୀ ଗୁଡାରି ଥାନାକୁ ହାଇଥିବାବେଳେ ଆଜି ତାଙ୍କୁ ବିଦାୟକାଳିଣି ସମ୍ବର୍ଦ୍ଧନା ଦିଆଯାଇଛି l ବାଗ ଜଣେ ପୋଲିସ ଅଧିକାରୀ ନୁହେଁ ବରଂ ଜଣେ ମନୋବିକ, ସମ୍ବେଦନଶୀଳ ଏବଂ ଅଞ୍ଚଳବାସି ଙ୍କ ଆପଣାର ଲୋକ ଭାବେ ସେ ସମସ୍ତଙ୍କୁ ହୃଦୟ ଜିତିଥିଲେ ବଳି ଖବରଦାତା ତରଫରୁ ଆୟୋଜତ ବିଦାୟକାଳୀନ ସମ୍ବର୍ଦନା କାର୍ଯ୍ୟକ୍ରମ ରେ କୁହାଯାଇଛି l

ସ୍ଥାନୀୟ ଲକଙ୍କ ଲୁହଭରା ଆଖିରେ ଟିକିରି ଆଇଆଇସି ବିଶ୍ୱ ବନ୍ଦିନୀ ବାଗ ଙ୍କୁ ବିଦାୟ ଦେଇଥିଲେ l ସେଇପରି ସଂଘ ତରଫରୁ ଟିକିରି ଥାନା ର ନୂତନ ଆଇ ଆଇସି ଶ୍ରୀ ମିଶ୍ରଙ୍କୁ ସ୍ଵlଗତ କରାଯାଇଥିଲା ଏହି ସମ୍ବଧନା ସଭାରେ ଖବରଦାତା ରାତ୍ନାକର ନାୟକ ବୈକୁଣ୍ଟ ଦୁରିଆ ଚନ୍ଦ୍ରଶେଖର ପାତ୍ର, ପ୍ରଫୁଲ ବେହେରା,ରଞ୍ଜନ କୁମାର ବିଡ଼ିକା,ହୃଷିକେଶ ସାହୁ, ଖବରଦାତା ସମସ୍ତ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *