ଅଭିନେତା_ରାଜପାଲ_ଯାଦବଙ୍କୁ_ସୁପ୍ରିମକୋର୍ଟଙ୍କ_ଭର୍ତ୍ସନା

#ଅଭିନେତା_ରାଜପାଲ_ଯାଦବଙ୍କୁ_ସୁପ୍ରିମକୋର୍ଟଙ୍କ_ଭର୍ତ୍ସନା -ଡ୍ରାମା କରିବାରେ ମାହିର,କୋର୍ଟରେ ବି କରୁଛ ଆକ୍ଟିଂ,କମେଡିଆନ ତଥା ଅଭିନେତା ରାଜପାଲ ଯାଦବଙ୍କୁ ଏଭଳି ଶବ୍ଦରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା-ରାଜପାଲଙ୍କ ଆଚରଣ ବିଶ୍ୱସନୀୟ ନୁହେଁ ବୋଲି ଟିପ୍ପଣୀ କଲେ ସର୍ବୋଚ୍ଚ ଅଦାଲତ-ଚେକ ବାଉନ୍ସ ମାମଲାରେ ରାଜପାଲଙ୍କୁ ଶେଷ ସୁଯୋଗ ଦେଲେ କୋର୍ଟ-ଏହା ସହ ପାସପୋର୍ଟ ସରେଣ୍ଡର କରିବାକୁ ଦେଲେ ନିର୍ଦେଶ, ଅକ୍ଟୋବର ୫ରେ ହେବ ପରବର୍ତ୍ତୀ ଶୁଣାଣୀ-ରାଜପାଲଙ୍କ ଓକିଲ କହିଥିଲେ, କିଛି ସମ୍ପତ୍ତି ବିକି ଟଙ୍କାର ଯୋଗାଡ଼ ଚାଲିଛି-୨ ସପ୍ତାହ ଭିତରେ ୨ କୋଟି ଟଙ୍କାର ଡ୍ରାଫ୍ଟ ଜମା କରିବାକୁ ଦେଲେ ମହଲତ

Leave a Reply

Your email address will not be published. Required fields are marked *