ସାମ୍ବାଦିକ ସଦାଶିବ ପଣ୍ଡା ଙ୍କ ମାତା ରୁକ୍ମୁଣୀ ପଣ୍ଡାଙ୍କ ୯୬ବର୍ଷ ବୟସରେ ନିଜ ବାସଭବନ ରେ ମୃତ୍ୟୁ ବରଣ
ପୁରୁଷୋତ୍ତମପୁର -୨୫/୧ ସମାଜ ଖବରର ବିଶିଷ୍ଟ ସାମ୍ବାଦିକ ସଦାଶିବ ପଣ୍ଡା ଙ୍କ ମାତା ରୁକ୍ମୁଣୀ ପଣ୍ଡାଙ୍କ ୯୬ବର୍ଷ ବୟସରେ ନିଜ ବାସଭବନ ରେ ମୃତ୍ୟୁ ବରଣ କରିଛନ୍ତି l ସ୍ବର୍ଗୀଆ ପଣ୍ଡା ଜଣେ ପରୋପକାରୀ ଓ ଧର୍ମପରାୟଣୀ ମହିଳା ଥିଲେ ତାଙ୍କ ମରାଶରୀର ପାଖରେ ବଡ ପୁତ୍ର ସହଦେଵ ପଣ୍ଡା, ପ୍ରକାଶ ଚନ୍ଦ୍ର ପଣ୍ଡା, ସଦାଶିବ ପଣ୍ଡା, ଓ ତିନିବୋହୁଙ୍କ ସମେତ ଝିଅ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ l ଏହାଛଡା ସହରର ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ରହି ସ୍ଵାର୍ଗୀୟ ପଣ୍ଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l ଶେଷରେ ତାଙ୍କ ମରାଶରୀରର କୁ ଋଷିକୁଲ୍ୟା ନଦୀରେ ଶେଷ କୃତ୍ୟ ସମ୍ପର୍ଣ କରାଯାଇଥିଲା l
