ଜଗନ୍ନାଥପୁର ବଜାର ରେ ତ୍ରୀନାଥ ଗୋସେଇଁ ଙ୍କ ବାର୍ଷିକ ଉତ୍ସବ।

ରଘୁନାଥପୁର ତା ୨୫/୧:-ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ସ୍ଥାନୀୟ ଜଗନ୍ନାଥପୁର ବଜାର ରେ ଥିବା ଶ୍ରୀ ତ୍ରିନାଥ ଗୋସେଇଁ ଙ୍କ ପ୍ରତିବର୍ଷ ଭଳି ଚଳିତବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ।ଏହି ଉତ୍ସବ ରେ ଭୋରରୁ ନିତାକ୍ରାନ୍ତି ସମାପନ ହେବାପରେ ଦିନତମାମ ଭଜନ କିର୍ତ୍ତନ ଚାଲୁ ରହିବା ସହିତ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା।ସମସ୍ତ ଭକ୍ତ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏଥିରେ ପୂଜାକାର୍ଯ୍ୟରେ ପୂଜକ ଭାବେ ଚନ୍ଦ୍ରରା ନନା କାର୍ଯ୍ୟ ନିର୍ବାହ କରିଥିବାବେଳେ ମୁଖ୍ୟ ଉଦେକ୍ତାଭାବେ ଭଗବାନ ରାଉତ,ଗୁରୁ ଚରଣ ସାହୁ,ଶିବନ ବାରିକ,ସ୍ମୁତିରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *