କଂଗ୍ରେସ ର ଦାବିପତ୍ର
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ସ୍ଥାନୀୟ କଂଗ୍ରେସ ପାର୍ଥି ଶ୍ରୀଯୁକ୍ତ କୁଲୁ ଭୂୟାଁ ଙ୍କ ସହ ରାଜ୍ୟ ଉପସଭାପତି ତଥା କଂଗ୍ରେସ ର ଟାଣୁଆ ନେତା ଶ୍ରୀଯୁକ୍ତ ରମେଶ ଜେନା ଙ୍କ ସହ କଂଗ୍ରେସ ଦଳ ର ସମସ୍ତ କର୍ମୀ ମାନଙ୍କ ଉପସ୍ଥିତି ରେ ମନରେଗା ର ନାମ ପରିବର୍ତ୍ତନ ସହ ବିଜେପି ର ରଙ୍ଗ ବଦଳାଇବା ସହ ନୁଆଯୋଜନ ନକରି କଂଗ୍ରେସ ର ଯୋଜନା ଗୁଡ଼ିକୁ ହାଇଯାକ କରିବା ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୁ ବବି ରଥ ଙ୍କ ରିପୋର୍ଟ।
