କଣାସ ରେ ହାତୀ ଆତଙ୍କ

କଣାସ ରେ ହାତୀ ଆତଙ୍କ । କଣାସ,କୋଟକଣା, ବେଣାଙ୍ଗା, ମାଢିପୁରୁ, ନୂଆ ଦୋକନ୍ଦା ଗହିରେ ନଷ୍ଟ କଲା ଧାନ ଫସଲ ।ରାତିରୁ ଆସି ଗହିର ସାରା ବୁଲୁଛି ଭୟ ରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ । ରବି ଧାନ ଜମିରେ ବୁଲିବା ରୁ ଧାନ ଫସଲ ନଷ୍ଟ ହେଉଛି । ଚନ୍ଦକା ଅଞ୍ଚଳରୁ ହାତୀ ପଲ ରୁ ଖସି ଆସିଥିବା ସୂଚନା । ଫସଲ ନଷ୍ଟ ଭୟରେ ଲୋକ ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ । ଖବର ପରେ ମଧ୍ୟ ବନ ବିଭାଗ ପହଞ୍ଚି ନାହାନ୍ତି ଅଭିଯୋଗ ।

Leave a Reply

Your email address will not be published. Required fields are marked *