ବାତୋ ବାଲୁଙ୍କେଶ୍ୱର ମହାଦେବ ଙ୍କ ଜାଗର ପର୍ବ ଉଦଯାପିତ

ବାତୋ ବାଲୁଙ୍କେଶ୍ୱର ମହାଦେବ ଙ୍କ ଜାଗର ପର୍ବ ଉଦଯାପିତ
ଆନନ୍ଦପୁର ଘସିପୁରା ବାତୋ ବାଲୁଙ୍କେଶ୍ୱର ମହାଦେବ ଙ୍କ ପବିତ୍ର ଜାଗର ପର୍ବ ଗୁରୁ ବାର ଦିନ ଉଦଯାପିତ ହୋଇଯାଇ ଅଛି
ତା ୧୫ ରିଖ ଜାଗର ଦିନ ରୁଦ୍ରାଭିସେ କ, ପ୍ରମୋଦ କୁମାର ବରାଳ,ବିଷ୍ଣୁ ଚରଣ ସାମଲ,ରବି ଭାଇ ପ୍ରେମାନନ୍ଦ ଦଳେଇ,ପ୍ରଫୁଲ୍ଲ ଚନ୍ଦ୍ର ଦଳେଇ ଙ୍କ ନେତୃତ୍ୱ ରେ ଗାୟତ୍ରୀ ମହା ଯଜ୍ଞ,, ସନ୍ଧ୍ୟାରେ ମଦନ ପାଣି ଓ ମନୋରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱରେ ସା ନି,ଧା ପା,ଭଜନ ଗ୍ରୁପ,ଆନନ୍ଦପୁର ତା ୧୬ରିଖ ରେ ବାବାଜୀ ମନ୍ ମୋହନ ଦାସ ମହାରାଜ,ଗୋପାଳ ନନ୍ଦ ଙ୍କ ଦ୍ଵାରା ଗୀତା ଯଜ୍ଞ, ଭୁବନେଶ୍ୱର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନା ମ ସଙ୍କୀର୍ତ୍ତନ,ସନ୍ଧ୍ୟା ରେ ଅଧ୍ୟାପକ ସନ୍ତୋଷ ସାହୁ ଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ, ତା ୧୭ ରିଖ,ବାସୁଦେବ ବେହେରା,ଭରତ ଚନ୍ଦ୍ର ନାଥ, ବିଚିତ୍ରା ନନ୍ଦ କର ଙ୍କ ଦ୍ଵାରା ଚା ରଣୀୟ ସତସଙ୍ଗ,ସନ୍ଧ୍ୟା ରେ ଆଧ୍ୟାତ୍ମିକ ପ୍ରବଚନ, ତା ୧୮ରିଖ ସନ୍ଧ୍ୟାରେ କ୍ରିଷ୍ଣା dance ଗ୍ରୁପ ଦ୍ଵାରା dance କାର୍ଯକ୍ରମ , ତା ୧୯ ରିଖ ଗୁରୁ ବାର ସନ୍ଧ୍ୟା ରେ ଗୀତ ସମ୍ରାଟ,ମେଲୋଡି କାର୍ଯ କ୍ରମ ବାଲୁଙ୍କେଶ୍ୱର ଟ୍ରଷ୍ଟ ଓ ଆଞ୍ଚଳିକ ବାଲୁଙ୍କେଶ୍ୱର ସାଂସ୍କୃତିକ ପରିଷଦ ,ବା ତୋ ର ମିଳିତ ସହ ଯୋଗରେ ଅନୁଷ୍ଠିତ ହୋଇଯାଇଅଛି
ପବିତ୍ର ମହା ଶିବ ରାତ୍ରି ରେ ଘଷିପୁରା ର ମାନ୍ୟ ବର ବିଧାୟକ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ, ଶ୍ରୀଯୁକ୍ତ ଯଦୁନାଥ ମଲ୍ଲିକ, ଗୋପୀନାଥ ସ୍ୱାଇଁ,ଶ୍ରୀଯୁକ୍ତ ବିଭାସ ଚନ୍ଦ୍ର ନାୟକ, ସରପଞ୍ଚ ଝରଣା ଜେନା,ସମିତି ସଭ୍ୟ ତରଣି ସେନ ବରାଳ,ସୁରେନ୍ଦ୍ର ଜେନାଚନ୍ଦ୍ରମଣି ମାଝୀ,ଶ୍ରୀଧର ମହନ୍ତ,ବଲ୍ଲଭ ସାହୁ,କୁଷ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ
କଞ୍ଜ ଲୋଚନା ପଣ୍ଡା ଗାୟତ୍ରୀ ପତାକା ଉତୋଳନ କରିଥିଲେ
ବାମନ ଚରଣ ମାଝି,ସନାତନ ବେହେରା,ଗୌରାଙ୍ଗ ଓଝା,ଶଙ୍କର୍ଷଣ ସାହୁ,କରୁଣା କର ମାଝି,ଅର୍ଜୁନ ନାୟକ,ଶରତ ଚନ୍ଦ୍ର ଦେହୁରୀ,କୋଦଣ୍ଡ ସାଆ,ରଞ୍ଜନ କୁମାର ଦେହୁରୀ,ରମେଶ ଚନ୍ଦ୍ର ଦେହୁରୀ,ଗହଳ ଜେନା,ଉଦ୍ଧବ ଜେନା,ଶ୍ରୀଧର ପେରେଇ,ରାମ ଚନ୍ଦ୍ର ପାଗଳ,ଭାଗିରଥି ବେହେରା,ମୁରଲୀ ଧର ପରିଡା,ଦୁଃଖ ବନ୍ଧୁ ଜେନା,ଭକତ ଜେନା,ସନାତନ ସାହୁ,ରଘୁନାଥ ନାୟକ,ରମେଶ ସରଘରିଆ,ପାଗଳ ଓଝା,ପୁଷ୍ପଲତା ରାମ,ନିବେଦିତା ପଣ୍ଡା,ଚିନ୍ମୟୀ ପଣ୍ଡା,ନାରାୟଣ ବାରିକ,ଚିତ୍ତରଞ୍ଜନ ଦେହୁରୀ,ସୁବ୍ରତ ନାୟକ,ସତ୍ୟଜିତ ସାହୁ,ରମେଶ ପରିଡା,ଅଂଶୁମାନ ଦଳେଇ,ଭରତ ଚ ନ୍ଦ୍ର ପରିଡା,ବାଇଧର ପଣ୍ଡା,ଦିଲୀପ କୁମାର ପଣ୍ଡା,ଯୁଧିଷ୍ଠିର ବାରିକ,ଗଙ୍ଗାଧର ବରାଳ, କମଳ ଲୋଚନ ପୁହାଣ,ପଦ୍ମନାଭ,ପୁହାଣ,ରଘୁନାଥ ପୁହାଣ, ପ୍ରତାପ କୁମାର ରାମ ଭକ୍ତ ବନ୍ଧୁ ଜେନାପ୍ରମୁଖ କାର୍ଯକ୍ରମ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *