ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ଚିଲ l

ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ଚିଲ l ଗତକାଲି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଚାରିପଟେ ପ୍ରାୟ ୧୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଚିଲ ଉଡୁଥିବା ଦେଖିବାକୁ ମିଳିଥିଲା l ଗତ କିଛିଦିନ ତଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିବାବେଳେ ଆଜି ଚିଲ ଉଡୁଥିବା ଘଟଣା ଦେଖିବାକୁ ମିଳିଛି l ଯାହାକୁ ନେଇ ଏବେ ଅନେକ ଆଶଙ୍କା ସୃଷ୍ଟି ହୋଇଛି

Leave a Reply

Your email address will not be published. Required fields are marked *