ଗଠନ ହେବ ପାନୀୟ ଜଳ ନିଗମ:

ଗଠନ ହେବ ପାନୀୟ ଜଳ ନିଗମ: ମନ୍ତ୍ରୀରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ…..ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ…..ଖୁବ୍‌ ଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡ଼ିଶା ଟିମ୍‌ ଯିବ…..ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ…..ଆଇଟି ଓ ଡିଜିଟାଲ ପ୍ଲାଟ୍‌ଫର୍ମ ସହ ନିଗମ କାମ କରିବ…..ମେଗା ପ୍ରକଳ୍ପର ଦାୟିତ୍ୱ ୫ ବର୍ଷ ପାଇଁ ଏକ ଏଜେନ୍ସି ନେବ…..

Leave a Reply

Your email address will not be published. Required fields are marked *