ଷ୍ଟେସନରେ ମିଳିବ ଗ୍ୟାସ୍

ଷ୍ଟେସନରେ ମିଳିବ ଗ୍ୟାସ୍- ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ- ଛାତ୍ରଛାତ୍ରୀଙ୍କ ପାଇଁ ଆମେ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରିଛୁ- ପେଟ୍ରୋଲ ପମ୍ପ୍‌ରେ ଗ୍ୟାସ୍ ଉପଲବ୍ଧ ହେଲାଣି- ଆମେ ବ୍ୟବସ୍ଥା କରୁଛୁ ଏବେ ଷ୍ଟେସନରେ ଗ୍ୟାସ୍‌ ମିଳିବ- ଆଗାମୀ ଦିନରେ ଆମେ ଅଧିକ ଗ୍ୟାସ୍‌ ଷ୍ଟେସନ ଖୋଲିବ

Leave a Reply

Your email address will not be published. Required fields are marked *