ସରକାର ଗଠନ ଦାବି କଲେ ସମ୍ରାଟ
ସରକାର ଗଠନ ଦାବି କଲେ ସମ୍ରାଟ-ବିହାରରେ ସରକାର ଗଠନ ପାଇଁ ଦାବି କଲେ ସମ୍ରାଟ ଚୌଧୁରୀ-ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ-NDA ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ ପରେ ଦାବି ଜଣାଇଲେ-ସମ୍ରାଟ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇବେ
