ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇପାରେ

ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇପାରେ । 💠କେନ୍ଦ୍ର ସରକାର ଲୋକସଭାର ଆଗାମୀ ଅଧିବେଶନରେ ଏଥିପାଇଁ ଏକ ବିଲ୍‌ ଆଣିବାର ସମ୍ଭାବନା ରହିଛି । 💠୨୦୧୧ ଜନଗଣନା ଆଧାରରେ ଏଭଳି ଆସନ ବୃଦ୍ଧି କରାଯିବ ।

Leave a Reply

Your email address will not be published. Required fields are marked *