ରାଜନୈତିକ ଅଭିସନ୍ଧି ସପକ୍ଷରେ ନୁହେଁ
ରାଜନୈତିକ ଅଭିସନ୍ଧି ସପକ୍ଷରେ ନୁହେଁ: ସୌମ୍ୟ-ବିଜୁ ଲିଗାସୀ ନେଇ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା-ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କ ସାହସ ଓ ରାଜ୍ୟପ୍ରେମ ବାଣ୍ଟିବା-ରାଜନୈତିକ ଅଭିସନ୍ଧି ରଖି ଏହାକୁ ବ୍ୟବହାର କରିବା ସପକ୍ଷରେ ମୁଁ ନୁହେଁ-ଦଳ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ ହେବା କଥା କିଏ କହିଲା, ମୁଁ ଜାଣିନି
