ଡିଲିମିଟେସନ୍‌ ବିଲ୍‌କୁ ସଂସଦରେ ବିରୋଧ କରିବ ‘INDIA’

ଡିଲିମିଟେସନ୍‌ ବିଲ୍‌କୁ ବିରୋଧ କରିବୁ: ଖଡ୍‌ଗେ-ଡିଲିମିଟେସନ୍‌ ବିଲ୍‌କୁ ସଂସଦରେ ବିରୋଧ କରିବ ‘INDIA’ ବ୍ଲକ୍‌-‘INDIA’ ବ୍ଲକ୍‌ର ବୈଠକ ପରେ ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡ୍‌ଗେ-ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଦୁର୍ବଳ କରିବା ଆଶଙ୍କା ରହିଛି କହିଲେ ଖଡ୍‌ଗେ-ଆମେ ସମସ୍ତେ ମହିଳା ସଂରକ୍ଷଣ ବିଲ୍ ପକ୍ଷରେ ଅଛୁ-କିନ୍ତୁ ସେମାନେ ଯେଉଁ ଢଙ୍ଗରେ ଏହାକୁ ଆଣିଛନ୍ତି, ସେଥିରେ ଆପତ୍ତି ଅଛି-ବିରୋଧୀ ଦଳଗୁଡ଼ିକୁ ଦମନ କରିବା ପାଇଁ ସରକାର ଏହା କରୁଛନ୍ତି

Leave a Reply

Your email address will not be published. Required fields are marked *