ହଷ୍ଟେଲ୍‌ରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଆଉ ଜଣେ ଛାତ୍ରୀ କଟକ ସ୍ଥାନାନ୍ତର-ବାରିପଦା: ହଷ୍ଟେଲ୍‌ରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା-ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଉ ଜଣେ ଛାତ୍ରୀ କଟକ SCB ସ୍ଥାନାନ୍ତର-ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର-ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲରେ ଘଟିଥିଲା ଅଘଟଣ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲ୍‌କୁ ଯାଇ ତଦନ୍ତ କରୁଛନ୍ତି କେନ୍ଦ୍ରାଞ୍ଚଳ RDC l

Leave a Reply

Your email address will not be published. Required fields are marked *