ମୋହନମାଝୀଙ୍କୁ ନବୀନଙ୍କ ଚିଠି
ମୋହନମାଝୀଙ୍କୁ ନବୀନଙ୍କ ଚିଠି l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି…ପୁନଃସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ CMଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି……ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠି…..ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ କରିବାକୁ ଚିଠି……ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିବେଶନ ଡାକିବାକୁ ଚିଠି……ସୀମା ପୁନଃନିର୍ଦ୍ଧାରଣରେ ଓଡ଼ିଶାର ଯେମିତି କ୍ଷତି ନହୁଏ…..ଯଦି ଓଡ଼ିଶାର ସ୍ବାର୍ଥ ରହେ ତେବେ ସମର୍ଥନ କରିବୁ……CM ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ….
