ଆମେରିକା-ଇରାନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ନେଇ ପ୍ରକ୍ରିୟା
ତେହେରାନରେ ପାକ୍ସେନା ମୁଖ୍ୟ ମୁନିର-ଆମେରିକା-ଇରାନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ନେଇ ପ୍ରକ୍ରିୟା-ଇରାନକୁ ମନାଇବା ପାଇଁ ତେହେରାନ୍ରେ ପାକିସ୍ତାନ ସେନା ମୁଖ୍ୟ-ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଓ ମନ୍ତ୍ରୀ ମହସିନ ନକ୍ଭୀ ପହଞ୍ଚିଲେ-ଆମେରିକା ଦେଇଥିବା ପ୍ରସ୍ତାବ ଉପରେ ମନାଇବାକୁ ଉଦ୍ୟମ
