ଟ୍ରମ୍ପଙ୍କ ଚାପରେ ନଇଁବୁନି: ଷ୍ଟାର୍ମର-ଟ୍ରମ୍ପ୍ଙ୍କୁ ଖୋଲାଖୋଲି ଶୁଣାଇ ଦେଲେ
ଟ୍ରମ୍ପଙ୍କ ଚାପରେ ନଇଁବୁନି: ଷ୍ଟାର୍ମର-ଟ୍ରମ୍ପ୍ଙ୍କୁ ଖୋଲାଖୋଲି ଶୁଣାଇ ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମର-ଆମେ ଯୁଦ୍ଧରେ ଭାଗ ନେବୁନି ବୋଲି ବ୍ରିଟେନ୍ ପାର୍ଲାମେଣ୍ଟରେ କହିଲେ-‘ଏହା ଆମ ଜାତୀୟ ସ୍ୱାର୍ଥରେ ନାହିଁ, ଏହି ଯୁଦ୍ଧରେ ଯୋଗ ଦେବୁ ନାହିଁ’-ଟ୍ରମ୍ପ୍ ଟ୍ରେଡ୍ ଡିଲ ବାତିଲ୍ ନେଇ ଧମକ ଦେବା ପରେ ଏପରି କହିଲେ ଷ୍ଟାର୍ମର
