ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ-କୋଇଡ଼ା ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ-ନକ୍ସଲ୍‌ ଗୁଳି ବିନିମୟ ଜାରି-ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ସର୍ଚ୍ଚ ଅପରେସନ୍‌ ଜୋରଦାର-ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ଯବାନ ଆହତ ହୋଇଥିବା ସୂଚନା-ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଞ୍ଚିକୁ କରାଗଲା ଏୟାର୍‌ ଲିପ୍ଟିଂ-ଗୁଳି ବିନିମୟରେ ୩-୪ ନକ୍ସଲ ମୃତ ଓ କିଛି ଆହତ ହୋଇଥିବା ଆଶଙ୍କା

Leave a Reply

Your email address will not be published. Required fields are marked *