ଶ୍ରୀମନ୍ଦିର ଭିଡିଓ କରି ଧରାପଡ଼ିଲେ ନାବାଳିକା

ଶ୍ରୀମନ୍ଦିର ଭିଡିଓ କରି ଧରାପଡ଼ିଲେ ନାବାଳିକା-ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ମୋବାଇଲ୍‌ରେ ଉତ୍ତୋଳନ-କୀର୍ତ୍ତନ ଚକଡ଼ା ଭିଡିଓ ସହ ପତିତପାବନ ଫଟୋ ଉତ୍ତୋଳନ-ଜଣେ ନାବାଳିକା ଶ୍ରଦ୍ଧାଳୁ ଦ୍ବାରା ଭିଡିଓ ଓ ଫଟୋ ଉତ୍ତୋଳନ-ସେବାୟତଙ୍କ ନଜରରେ ଆସିବା ପରେ ପୋଲିସ ଦ୍ବାରା ମୋବାଇଲ୍ ଜବତ- ଫଟୋ ଓ ଭିଡିଓ ଡିଲିଟ୍ ସହ ନାବାଳିକାକୁ ପୋଲିସର ପଚରାଉଚରା

Leave a Reply

Your email address will not be published. Required fields are marked *