ସ୍ବଚ୍ଛତାର ସହ ନିର୍ଭୁଲ ଗଣତି ଚାଲିଛି

ସ୍ବଚ୍ଛତାର ସହ ନିର୍ଭୁଲ ଗଣତି ଚାଲିଛି-ଆଜିର ଗଣତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା-ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ ଭାବରେ ଗଣତି ଜାରି ରହିଛି-ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପାରୁ କୌଣସି ପ୍ରକାର ସମସ୍ୟା ହୋଇନି-ଚଳନ୍ତି ଭଣ୍ଡାର ଓ ବାହାର ରତ୍ନଭଣ୍ଡାର ଗଣତି ସ୍ବଚ୍ଛତାର ସହ ସରିଛି-୧୯୭୮ ତାଲିକା ସହ ସମ୍ପୂର୍ଣ୍ଣ ଭାବେ ସଠିକ୍‌ ମେଳକ ହୋଇଛି-ତେଣୁ ଯେଉଁ ମହାନ ବ୍ୟକ୍ତି ୧୯୭୮ ଗଣତିରେ ସାମିଲ ଥିଲେ ସମସ୍ତଙ୍କୁ ନମନ-ଆଜି ପର୍ଯ୍ୟନ୍ତ ଗଣତି ଓ ମେଳକରେ କୌଣସି ସମସ୍ୟା ହୋଇନି

Leave a Reply

Your email address will not be published. Required fields are marked *