ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ l

ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ l ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣନ୍ଟ ସମ୍ପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ…….’ଲାଷ୍ଟ ମାଇଲ ଡେଲିଭରୀ’ ଉପରେ ଫୋକସ କରିବାକୁ ପରାମର୍ଶ……ଜିଲ୍ଲାପାଳମାନଙ୍କୁ ୬ଟି ନିର୍ଦ୍ଦେଶ ଦେଲେ ମୁଖ୍ୟଖମନ୍ତ୍ରୀ……କଳାବଜାରୀ ରୋକ, ପ୍ରମାଣ ମିଳିଲେ FIR କରି ଲାଇସେନ୍‌ସ ବାତିଲ୍ କର……ସାର ଯେପରି ବାହାର ରାଜ୍ୟକୁ ନଯାଏ,

ସୀମାନ୍ତ ଅଞ୍ଚଳରେ କଡା ନଜର ରଖ……ଶିଳ୍ପ ଭିତ୍ତିକ ଅପବ୍ୟବହାର ରୋକ, ସବୁ ପଞ୍ଚାୟତରେ ନୀରିକ୍ଷଣ ସମିତି ଗଠନ କର……ଚାଷୀ ମାନଙ୍କ ଡିଜିଟାଲ ପଞ୍ଜିକରଣକୁ ମିଶନ ମୋଡରେ କାର୍ଯ୍ୟକାରୀ କର…..ଜୈବିକ ଓ ସନ୍ତୁଳିତ ସାର ବ୍ୟବହାର ଉପରେ ସଚେତନତା ସୃଷ୍ଟିକର…….

Leave a Reply

Your email address will not be published. Required fields are marked *