ବିଶ୍ୱ ହିମୋଫିଲିଆ ଦିବସ’ ପାଳନ କରାଯାଇଛି
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ PGIMER ପରିସରରେ ଥିବା ହିମୋଫିଲିଆ ଡେ-କେୟାର ସେଣ୍ଟରଠାରେ ‘ବିଶ୍ୱ ହିମୋଫିଲିଆ ଦିବସ’ ପାଳନ କରାଯାଇଛି…….କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ରୋଗୀମାନଙ୍କ ପାଇଁ ଉନ୍ନତମାନର ଚିକିତ୍ସା ସୁବିଧା ଏବଂ ନୂତନ ଔଷଧର ଶୁଭାରମ୍ଭ କରିଛନ୍ତି……
