୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି
୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି-ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା-୨୧ ତାରିଖରେ ଓଡ଼ିଶା ଆସି ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ-୨୧ ସକାଳେ ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ଆସିବେ ରାଷ୍ଟ୍ରପତି-ସକାଳ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ-ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ୧୧ଟା ୧୦ରେ ରାଉରକେଲାରେ ଓହ୍ଲାଇବେ-ସଡ଼କ ପଥରେ ସେକ୍ଟର ୧୩ ଯାଇ ସାଧାରଣ ସଭାରେ ଯୋଗ ଦେବେ-ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ଭବନ, ବିଜ୍ଞାନ ପାର୍କ ଓ ପାନେଟୋରିୟମ୍ ଉଦ୍ଘାଟନ-କୋଏଲ ନଗରସ୍ଥିତ ପ୍ରମୋଦ ଉଦ୍ୟାନ ଉଦ୍ଘାଟନ କରିବେ ରାଷ୍ଟ୍ରପତି-ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ପରିଦର୍ଶନ କାର୍ଯ୍ୟକ୍ରମ-ରାଉରେକଲା ପ୍ରତ୍ୟାବର୍ତ୍ତନ ପରେ ଝାରସୁଗୁଡ଼ାରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି
