ନାରୀଶକ୍ତି_ଉଚିତ_ଜବାବ_ଦେବେ

ନାରୀ ଶକ୍ତି ବନ୍ଦନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌…..ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍‌…….ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା…….ଗତ ୧୭ ତାରିଖ ଭାରତ ପାଇଁ କଳା ଦିବସ ଥିଲା……ଦେଶରେ ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ ଅଧା ହେଉଛନ୍ତି ମହିଳା…..ମହିଳା ମାନେ ସବୁ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି……ମହିଳାଙ୍କ ସ୍ବାଭିମାନକୁ ବିରୋଧୀ ଦଳ ଆଘାତ ଦେଇଛନ୍ତି……ବିରୋଧୀ ଦଳ ନାରୀଶକ୍ତିକୁ କୁଠାରଘାତ କରିଛି……ଆଗାମୀ ଦିନରେ ନାରୀଶକ୍ତି ଏହାର ଜବାବ ଦେବେ……

Leave a Reply

Your email address will not be published. Required fields are marked *