କଟକ CRRIରେ ଅଖିମୁଠି ଅନୁକୂଳ କଲେ CM l
କଟକ CRRIରେ ଅଖିମୁଠି ଅନୁକୂଳ କଲେ CM l ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ……କଟକ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ(CRRI)ରେ ଅଖିମୁଠି ଅନୁକୂଳ……ହୋମଯଜ୍ଞ ଓ ପୂଜାର୍ଚ୍ଚନା ପରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ…..ହଳ କରି

ଜମିରେ ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ……ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ……
