ବାଦ୍ ପଡ଼ିବା ଭୋଟରଙ୍କୁ ଯାଞ୍ଚ ନିର୍ଦ୍ଦେଶ
ବାଦ୍ପ ଡ଼ିଥିବା ଭୋଟରଙ୍କୁ ଯାଞ୍ଚ ନିର୍ଦ୍ଦେଶ-ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ-ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ-ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ EROଙ୍କୁ ନିର୍ଦ୍ଦେଶ-ଏନେଇ ପରିବାର କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ-ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ-ଫର୍ମ-୭ ଆବେଦନର ୫୦% ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟ-BLO ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା l
