କେଦାରନାଥରେ ମୋବାଇଲ୍ ନିଷେଧ
କେଦାରନାଥରେ ମୋବାଇଲ୍ନି ଷେଧ-କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ-ପବିତ୍ରତା ଓ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ମନ୍ଦିର କମିଟିର ନିଷ୍ପତ୍ତି-ଫଟୋ ଉଠାଇବା, ଭିଡିଓ ସୁଟିଂ ଓ ରିଲ୍ସ କରିବା ଉପରେ ମଧ୍ୟ କଟକଣା-ନିୟମ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନର କଡ଼ା ଚେତାବନୀ
