ମେ ୧୫ରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା
ମେ ୧୫ରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା-ମେ ୧୫ ତାରିଖରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା-ମେ ୧୫ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ-ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା-ପରୀକ୍ଷା ସମ୍ପୂର୍ଣ୍ଣ ଇଚ୍ଛାଧିନ, ଇମ୍ପ୍ରୁଭମେଣ୍ଟ ପାଇଁ ଚାହିଁଲେ ଦେଇ ପାରିବେ
