କେଜରିୱାଲ ଦୁର୍ନୀତି ଗ୍ରସ୍ତ

କେଜରିୱାଲ ଦୁର୍ନୀତିଗ୍ରସ୍ତ- ମାଲିୱାଲ୍‌-ଆପ୍‌ ଛାଡ଼ିବା ପରେ କେଜରିୱାଲ୍‌ଙ୍କ ଉପରେ ବର୍ଷିଲେ ସ୍ୱାତୀ ମାଲିୱାଲ-ଆଜି ପର୍ଯ୍ୟନ୍ତ କୌଣସି ଭଲ ଲୋକ କେଜରିୱାଲଙ୍କ ସହିତ ରହି ନାହାନ୍ତି-ସେ ନିଜେ ଦୁର୍ନୀତିରେ ଜଡ଼ିତ, ଅନ୍ୟ କାହାକୁ ଆରୋପ କରୁଛନ୍ତି କିପରି-ଦୁଇ ବର୍ଷ ପୂର୍ବେ ମୋ ସହିତ ଯାହା ଘଟିଥିଲା, ତାହା ସାରା ଦେଶ ଜାଣେ-ଏହା ଯୋଗୁଁ ସେମାନେ ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିଲେ-ଦିଲ୍ଲୀବାସୀ ମହିଳାଙ୍କ ପ୍ରତି ଅସମ୍ମାନକୁ କଦାପି ସହ୍ୟ କରିବେ ନାହିଁ-କେହି ଅରବିନ୍ଦ କେଜରିୱାଲଙ୍କ ସହିତ କାମ କରିବାକୁ ଚାହୁଁ ନାହାନ୍ତି-ଏବେ ପଞ୍ଜାବରେ ପ୍ରବେଶ କରି ସରକାରକୁ ରିମୋଟ୍ କଣ୍ଟ୍ରୋଲରେ ଚଳାଉଛନ୍ତି-ପଞ୍ଜାବରେ ବାଲି, ଖଣି, ମାଦକଦ୍ରବ୍ୟର କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି-ଯେଉଁ ନେତା ସେମାନଙ୍କ ବିରୋଧରେ କହୁଛି, ସେମାନଙ୍କ ନାଁରେ FIR-ଅରବିନ୍ଦ କେଜରିୱାଲ ଦୁର୍ନୀତି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ପରିଚିତ-ଅନ୍ୟପକ୍ଷରେ ଆମ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଜନପ୍ରିୟ ନେତା l

Leave a Reply

Your email address will not be published. Required fields are marked *