ରାଜଧାନୀରେ_MBA_ଛାତ୍ରୀଙ୍କୁ_ଦୁଷ୍କର୍ମ_ଉଦ୍ୟମ
ରାଜଧାନୀରେ_MBA_ଛାତ୍ରୀଙ୍କୁ_ଦୁଷ୍କର୍ମ_ଉଦ୍ୟମ- ହଷ୍ଟେଲରେ କେହି ନଥିବାବେଳେ ଦୁଷ୍କର୍ମ ଉଦ୍ୟମ- ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ା ଅଞ୍ଚଳର ଘଟଣା- ଅଭିଯୋଗ ପରେ ଅଭିଯୁକ୍ତ ଦୀପକ ପ୍ରଧାନ ଗିରଫ- ଅଭିଯୁକ୍ତକୁ ଗିରଫ କଲା ଇନଫୋଭ୍ୟାଲି ପୋଲିସ
