ଆଭ୍ୟନ୍ତରୀଣ_ଓଡ଼ିଶାରେ_ଖସିଲା_ପାରଦ
#ଆଭ୍ୟନ୍ତରୀଣ_ଓଡ଼ିଶାରେ_ଖସିଲା_ପାରଦ-ଆଭ୍ୟନ୍ତରୀଣ ଓଡ଼ିଶାରେ ଖସିଲା ପାରଦ,ଝାରସଗୁଡା ସବୁଠୁ ଥଣ୍ଡା ସହର-ଝାରସୁଗୁଡାରେ ସର୍ବନିମ୍ନ ୧୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ-ଦେବଗଡ ୧୫.୬, କୋରାପୁଟ ୧୬.୪ ଡିଗ୍ରୀର ତାପମାତ୍ରା ରେକର୍ଡ-ରାଉରକେଲାରେ ୧୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ l
