ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର-ପଶ୍ଚିମବଙ୍ଗରେ ମାରାଥନ୍ ପ୍ରଚାର କରିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ-ରୋଡ୍‌ ସୋ’ ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ-ବଗଡ଼ାରେ ରୋଡ୍‌ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍-ରାଜାରହାଟ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ-ଓଡ଼ିଆ ସମ୍ପ୍ରଦାୟ ସହ ଆଲୋଚନା ଓ ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ର ଦେବେ-ପଶ୍ଚିମବଙ୍ଗରୁ ଫେରି କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Leave a Reply

Your email address will not be published. Required fields are marked *