ବାରିପଦାରେ ଗର୍ଜିଲେ ନାରୀଶକ୍ତି
ବାରିପଦାରେ ଗର୍ଜିଲେ ନାରୀଶକ୍ତି l ମୟୂରଭଞ୍ଜ ବାରିପଦାରେ ଜନ ଆକ୍ରୋଶ ମହିଳା ସମାବେଶ……ମଧୁବନ ପଡ଼ିଆରୁ ରାଲିରେ ସାମିଲ ହେଲେ ହଜାର ହଜାର ମହିଳା…… ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,ସାଂସଦ ନବଚରଣ ମାଝୀ ସମାବେଶରେ ସାମିଲ……ବିଧାୟକ ପ୍ରକାଶ ସୋରେନ୍,ସନାତନ ବିଜୁଳି ,ବିଧାୟିକା ସଞ୍ଜଳୀ ମୁର୍ମୁ ସାମିଲ……
