ଗରା ବାଲ୍‌ଟି ଧରି ଧାରଣା

ଗରା ବାଲ୍‌ଟି ଧରି ଧାରଣା-ଉଦଳା କପ୍ତିପଦା ବ୍ଲକ ଗଡ଼ସାହିରେ ପାଣି ସମସ୍ୟା ନେଇ ଆନ୍ଦୋଳନ-ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ଧାରଣା-ଗରା ବାଲ୍‌ଟି ଧରି ଧାରଣା ଦେଲେ ଗଡ଼ସାହି ୬ ନମ୍ବର ୱାର୍ଡର ବାସିନ୍ଦା-ଅନେକ ଗୁହାରି ପରେ ପାଣି ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *