ଜିଅନ୍ତା ଜଳିଗଲେ ଡ୍ରାଇଭର

ଜିଅନ୍ତା ଜଳିଗଲେ ଡ୍ରାଇଭର l ସୁନ୍ଦରଗଡରେ ଟ୍ରକ୍‌ ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର……ଟ୍ରକ୍‌କୁ ମହାଁମୁହିଁ ଧକ୍କା ଦେବା ପରେ ଜଳିଗଲା ଗୋଟିଏ ଟ୍ରକ୍‌……ହେମଗିରି ଥାନା ରତନସରା ନିକଟରେ ଟ୍ରକ୍‌ରେ ଲାଗିଲା ନିଆଁ…..ଟ୍ରକ୍‌ରେ ଚାପିହୋଇ ରହିବାରୁ ଜିଅନ୍ତା ଜଳିଗଲେ ଡ୍ରାଇଭର…..

Leave a Reply

Your email address will not be published. Required fields are marked *